current location : Lyricf.com
/
Songs
/
ନାହିଁ ମୋ ପାଦେ ଆଜି ନୁପୁର [Nahin mo pade aji nupura] [Transliteration]
ନାହିଁ ମୋ ପାଦେ ଆଜି ନୁପୁର [Nahin mo pade aji nupura] [Transliteration]
turnover time:2024-06-02 21:48:47
ନାହିଁ ମୋ ପାଦେ ଆଜି ନୁପୁର [Nahin mo pade aji nupura] [Transliteration]

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ଜାଣେନା ସେ କଲା କିମିଆ

ନାଚେ ସାରା ଦୁନିଆ

ନାଚେ ସାରା ଦୁନିଆ

ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି

ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି

ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି

ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି

ମୋ ନିଜ ଛବି ଦେଖି

ମୋ ନିଜ ଛବି ଦେଖି

ପଚାରେ ନିଜେ ଆଜି, କରିଛି କି ମୋତେ କିମିଆ

ନାଚେ ସାରା ଦୁନିଆ

ନାଚେ ସରେ ଦୁନିଆ

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ଜାଣେନା ସେ କଲା କିମିଆ

ନାଚେ ସାରା ଦୁନିଆ

ନାଚେ ସାରା ଦୁନିଆ

ମୁଁ କହିନୀ ତାରାକୁ ମୋ ମନ କଥା ଖୋଲି

ଏ ତାରା ସେ ତାରାକୁ ହାଏ କହିଦେବ ବୋଲି

ମୁଁ କହିନୀ ତାରାକୁ ମୋ ମନ କଥା ଖୋଲି

ଏ ତାରା ସେ ତାରାକୁ ହାଏ କହିଦେବ ବୋଲି

ସେ ତାରା କହେ ହସି, ଓଃ ଓଃ ଓଃ

ସେ ତାରା କହେ ହସି, ଓଃ ଓଃ ଓଃ

ମୁଁ ମାନିନୀ ରୁପସି ତୁହି ତ କରିଛୁ କିମିଆ

ନାଚେ ସାରା ଦୁନିଆ

ନାଚେ ସାରା ଦୁନିଆ

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ନାହିଁ ମୋ ପାଦେ ଆଜି ନୁପୁର

ରୂମଝୁମ ଶୁଭେ ଏ କାହା ସୁର

ଜାଣେନା ସେ କଲା କିମିଆ

ନାଚେ ସାରା ଦୁନିଆ

ନାଚେ ସାରା ଦୁନିଆ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Alka Yagnik
  • country:India
  • Languages:Hindi, Punjabi, French, Odia+2 more, English, Gujarati
  • Genre:Soundtrack, Folk
  • Wiki:http://en.wikipedia.org/wiki/Alka_Yagnik
Alka Yagnik
Latest update
Copyright 2023-2024 - www.lyricf.com All Rights Reserved