current location : Lyricf.com
/
Songs
/
El perdón [Odia translation]
El perdón [Odia translation]
turnover time:2024-04-28 19:45:23
El perdón [Odia translation]

ଏନରିକେ:

କୁହ ମୋତେ ଯଦି ଏହା ସତ ଅଟେ

ମୋତେ କୁହାଗଲା ଯେ ତମେ ବାହା ହେବାକୁ ଯାଉଛ

ତମେ ଜାଣିନ ମୁଁ କେଉଁ କଷ୍ଟ ଦେଇ ଗତି କରୁଛି

ମୋତେ ତମକୁ ଏଇଟା କହିବାର ଅଛି

ନିକି:

କୁହ ମୋତେ

ତୁମ ବିଦାୟ ମୋ ପାଇଁ କଷ୍ଟଦାୟକ ଥିଲା

ସିଏ ତମ ପାଇଁ ଜହ୍ନ ତୋଳି ଆଣିବ

ଆଉ ମୋ ପାଖରେ ଏ କ୍ଷମତା ନାହିଁ

ଏନରିକେ:

ମୁଁ ତମକୁ ଖୋଜୁଥିଲି

ଗଳିରେ ଚିଲେଇ ଚିଲେଇ

ଏଇଟା ମୋତେ ମାରିଦେଉଛି

ନିକି:

ମୁଁ ତମକୁ ଖୋଜୁଥିଲି

ଗଳିରେ ଚିଲେଇ ଚିଲେଇ

ଗୋଟେ ପାଗଳ ପରି

ଏନରିକେ:

ମୁଁ ତମ ବୀନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

ନିକି:

ମୁଁ ତମ ବୀନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

ଏନରିକେ:

ତମ ବିନା ବଞ୍ଚିବା, ଆଉ ମୁଁ ପାରିବି ନାହିଁ

ସେଥିପାଇଁ ମୁଁ ତମ ପାଖକୁ ଆସିଛି, ଭୁଲ ମାଗିବାକୁ

ମୁଁ ଏକାନ୍ତରେ କଷ୍ଟ ପାଉଛି

ନିକି:

ଯଦିଓ ତମ ବାପା ଏହି ସମ୍ପର୍କ ପାଇଁ ସମ୍ମତି ଦେଇନାହାନ୍ତି

ତଥାପି ମୁଁ ତମ ପାଖରେ କ୍ଷମା ମାଗୁଛି

ଦୁନିଆରେ କେବଳ ତମ ହୃଦୟ ହିନ ମୁଲ୍ଯବନ

ଏନରିକେ:

ମୁଁ ତମକୁ ଖୋଜୁଥିଲି

ଗଳିରେ ଚିଲେଇ ଚିଲେଇ

ଏଇଟା ମୋତେ ମାରିଦେଉଛି

ନିକି:

ମୁଁ ତମକୁ ଖୋଜୁଥିଲି

ଗଳିରେ ଚିଲେଇ ଚିଲେଇ

ଗୋଟେ ପାଗଳ ପରି

ଏନରିକେ:

ମୁଁ ତମ ବିନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

ନିକି:

ମୁଁ ତମ ବିନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

ଏନରିକେ:

ମୁଁ ତମ ରାଣ ଖାଇ କହୁଛି

ଯେବେ ତମେ ଅନ୍ୟ ସାଥେ ଥିବ

ଯେବେ ରାତିରେ ଥଣ୍ଡା ଲାଗୁଥିବ

ନିକି:

ମୁଁ ଜାଣେ ଯେ ସେ ତମକୁ ଭଲ ଲାଗେ

କିନ୍ତୁ ମୁଁ ଏବେବି ତମ ହୃଦୟରେ ଅଛି

ଓ ଏଥିପାଇଁ ମୁଁ ଭୁଲ ମାଗୁଛି

ଏନରିକେ:

ମୁଁ ତମ ବିନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

ନିକି:

ମୁଁ ତମ ବିନା

ଆଉ ତମେ ମୋ ବିନା

କୁହ ମୋତେ ଏମିତି କିଏ ବଞ୍ଚିପାରିବ ?

ମୋତେ ଏଇଟା ପସନ୍ଦ ନୁହେଁ

ମୋତେ ଏତିଆ ପସନ୍ଦ ନୁହେଁ

(ତମେ ମୋ ବିନା)

କୁହନ୍ତି ଯେ ଜଣକୁ ଗୋଟେ ଜିନିଷର ମୂଲ୍ୟ ଜଣା ନଥାଏ

ଯେପର୍ଯ୍ୟନ୍ତ ସେ ତାକୁ ହରେଈ ନଦେଇଛି

(ମୁଁ ତମ ବିନା)

ତମ ପସନ୍ଦ ପାଇଁ ଲଢିବା ଉଚିତ

(ମୁଁ ଏମମିତି ବଞ୍ଚିପାରିବି ନାହିଁ)

ଓ ଚେଷ୍ଟା କରିବା ଉଚିତ

(ମୁଁ ଏମିତି ବଞ୍ଚିବାକୁ ଚାହେଁନାହିଁ)

ନିକ

ନିକି ଜାମ, ଏନରିକେ ଇଗ୍ଲେସିଆସ

(ଦୟାକରି ମୋତେ ଛାଡିକି ଯାଅନା)

ଇତିହାସ ରଚୁଛୁ, saca white black

(ଓ ମୁଁ ତମକୁ ଭୁଲ ମାଗୁଛି)

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Nicky Jam
  • country:United States
  • Languages:Spanish, English
  • Genre:Latino, Reggaeton
  • Official site:http://nickyjampr.net/
  • Wiki:http://en.wikipedia.org/wiki/Nicky_Jam
Nicky Jam
Latest update
Copyright 2023-2024 - www.lyricf.com All Rights Reserved